ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ରାଜସ୍ଥାନୀ ବନ୍‌ଜାରାଙ୍କ ଉତ୍ପାତ : କବ୍‌ଜାରେ ପାର୍କିଂସ୍ଥଳ, ଦୂଷିତ ଦେବୀପାଦହରା ପୁଷ୍କରିଣୀ

ଭୁବନେଶ୍ୱର: କିଛି ଦିନ ହେଲା ଦେବୀପାଦହରା ପୁଷ୍କରିଣୀ ନିକଟରେ ଡେରା ପକାଇଥିବା ୫୦ରୁ ଅଧିକ ରାଜସ୍ଥାନୀ ବନ୍‌ଜାରାଙ୍କ ଉତ୍ପାତ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ଅତିଷ୍ଠ କଲାଣି। କେତେବେଳେ ଡୋନେସନ୍ ମାଗିବା ତ କେତେବେଳେ ଭିକ ମାଗିବା ବାହାନାରେ ମହିଳା ବନ୍‌ଜାରାମାନେ ଲୋକଙ୍କୁ ଜୋର୍‌ କରି ଲୁଟୁଛନ୍ତି। ପାର୍କିଂସ୍ଥଳକୁ କବ୍‌ଜା କରି ରଖିଥିବା ଏହି ଦଳ ସ୍ଥାନୀୟ ଅଞ୍ଚଳକୁ ଦୂଷିତ କରିସାରିଲେଣି। ଏନେଇ ସ୍ଥାନୀୟ ଲୋକେ ପୁଲିସ ଓ ବିଏମ୍‌ସି … Continue reading ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ରାଜସ୍ଥାନୀ ବନ୍‌ଜାରାଙ୍କ ଉତ୍ପାତ : କବ୍‌ଜାରେ ପାର୍କିଂସ୍ଥଳ, ଦୂଷିତ ଦେବୀପାଦହରା ପୁଷ୍କରିଣୀ